-文本歌词

-文本歌词

Kabya Keshari
发行日期:

ଧୁମ୍ ଧୁମ୍ ଧୁମ୍ ଧଡାସ୍। ଚାଲି ତାର ଝଡ଼ ବତାସ, ରୁପ ତାର ଝକାସ୍। ଚବିଶି ଅଣ୍ଟାକୁ ବତିଶି ଛାତି। ବେପନ୍ହା ଦିଲ୍ ରେ ବଢାଏ ତାତି। ସେ ଆଖିରେ ମାରଇ ଗୁଳି, ଚାହାଣୀରେ ସାରା ସହର ଖଲାସ୍। ଧୁମ୍ ଧୁମ୍ ଧୁମ୍ ଧଡାସ୍। ଚାଲି ତାର ଝଡ଼ ବତାସ, ରୁପ ତାର ଝକାସ୍। ହେତୁବାଦୀ ଦୁନିଆଁ, କେତୁବାଦୀ ଛମିଆଁ। ଦିଲ୍ ବାଲା ଦିବାନା, ବେଦରଦି ଜାନିଆଁ। ତଥାପି ଧୁମ୍ ମିଠା ତାର ଏହେସାସ୍। ଧୁମ୍ ଧୁମ୍ ଧୁମ୍ ଧଡାସ୍। ଚାଲି ତାର ଝଡ଼ ବତାସ, ରୁପ ତାର ଝକାସ୍। କଥାରେ ତାର ରହିଚି ଯାଦୁ, ହସରୁ ଝରଇ ମହୁ। ମଥାରେ ତାର ଟିକିଲି ନାଲି, ସତେକି ସାଧବ ବୋହୂ। ରାଗିଲେ ଭୂମିକମ୍ପ, ଖଡ ଖଡ ଖଡାସ୍। ଧୁମ୍ ଧୁମ୍ ଧୁମ୍ ଧଡାସ୍। ଚାଲି ତାର ଝଡ଼ ବତାସ, ରୁପ ତାର ଝକାସ୍।